ଦୁଇ ମୋବାଇଲ ଲୁଟେରା ଗିରଫ

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୪-୦୯-୨୦୨୩ ବୈରୀ ଥାନା ପୁଲିସ ଦୁଇଜଣ ମୋବାଇଲ ଫୋନ ଲୁଟେରାଙ୍କୁ ଗିରଫ କରିଛି | ହେଲେ କୋରେଇ ଥାନା ପୂର୍ବକୋଟ ଗ୍ରାମର ୨ଜଣ ଲୋକ ଛତିଆ କମ୍ପାନୀ ବଜାରର ସଂଜୟ ସିଂ ରାସ୍ତାରେ ଯାଉଥିବା ସମୟରେ ଦୁଇ ଲୁଟେରା ତାଙ୍କଠାରୁ ମୋବାଇଲ ଲୁଟି ନେଇଥିଲେ | ଏ ସଂକ୍ରାନ୍ତ ସେ ବୈରୀ ଥାନାରେ ଅଭିଯୋଗ କରିଥିଲେ | ଏନେଇ୧୩୮/୨୩ ରେ ମାମଲା ରୁଜୁକରି ଏସଆଇ ଜେ. ତଦନ୍ତ କରୁଥିଲେ | ଅଭିଯୁକ୍ତଙ୍କ ଠାରୁ ଚୋରି … Continue reading ଦୁଇ ମୋବାଇଲ ଲୁଟେରା ଗିରଫ